ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଗାୟଗଣ୍ଡା ରୁଧାପଦର ପଂଚାୟତ ରେ ଚୋରା ବେପାରୀ ଖୁବ୍ ଜୋର୍ ସୋର୍ ରେ ଧାନ କମ ଦରରେ କିଣି ବାହାର ରାଜ୍ୟ କୁ ଅଧିକ ଦରରେ ବିକ୍ରୀ କରିବାରେ ଲାଗିଛନ୍ତି ସରକାରୀ କରଂଚରି ମାନେ ଆଖି ବୁଜି ନ ଜାଣିବାର ଅଭିନୟ କରି ପ୍ୟାକେଟ ଗରମ କରି ନିଶ୍ଚିନ୍ତ ରେ ସୋଇ ରହିଛନ୍ତି ଏଣେ ଚାଷୀ ଉପଯୁକ୍ତ ବିକ୍ରିଧନ ନ ପାଇ ନିଜ ଭାଗ୍ୟକୁ ଆଦରି ବସିଛନ୍ତି ତୁରନ୍ତ ପୁଲିସ ବିଭାଗ ଦୃଷ୍ଟି ଦେଇ ଆନା ବେପାରୀଙ୍କ ପ୍ରତି କଡ଼ା ନଜର ଦେବାକୁ ଚାଷୀ ମାନେ ଦାବି କରିଛନ୍ତି ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଗାୟଗନ୍ଦ ରୁ ପ୍ରମୋଦ କୁମାର ପତ୍ର ଙ୍କ ରିପୋର୍ଟ ପ୍ରତୀକ୍ଷା ନିଉ ଜ
