ବାଦଲଘେରା ଆକାଶ ତଳେ କାଳିଆର ଅପେକ୍ଷା
ନୀଳ ଆକାଶରେ କଳାବାଦଲର ଘନଘଟା ଆଉ
ଝିପି ଝିପି ବର୍ଷାରେ ଭିଜିଛି ସାରା ଶ୍ରୀକ୍ଷେତ୍ର
ଏହି ରୋମାଞ୍ଚ କର ପରିବେଶ ଭିତରେ ବଡଦାଣ୍ଡ
ଆଜି ଅପେକ୍ଷା କରିଛି ତାର ପ୍ରାଣନାଥଙ୍କୁ ଚତୁଦ୍ଧା
ମୂର୍ତୀଙ୍କ ଦିବ୍ୟଆଗମନରେ ରଥଯାତ୍ରାର ସେହି
ମହାପାର୍ବଣ ଗୁଞ୍ଜରିତ ହେଉଛି ପୁରୀର ସେହି ଦିବ୍ୟ
ଅବୟବ ଭକ୍ତିଭାବ ଆଉବର୍ଷାର ଏହି ଅପୂର୍ବ ସମନ୍ବୟ
ପ୍ରତିଟି ଓଡିଆ ପ୍ରାଣକୁ ଆନ୍ଦୋଳିତ କରୁଛି ଆଉକିଛି
ସମୟର ଅପେକ୍ଷାରେ ଭକ୍ତଆଉଭଗବାନ ଙ୍କର
ମିଳନରେ ପୁରୀ ଉଠିବ ପୁରୀ
ପିପିଲିରୁସତ୍ୟନାରାୟଣ
ସିଂହଙ୍କରିପୋର୍ଟ
