ପଶ୍ଚିମ ଓଡ଼ିଶା ର ଗଣ ପର୍ବ ନୂଁଖାଇ ପର୍ବ ଏକ ମହାନ ପର୍ବ ଏହା କୃଷି ଭିତ୍ତିକ ପର୍ବ ଅଟେ । ଏହି ପର୍ବ ରେ ଏକତାର ସୁଦୃଢ଼ ହୋଇଥାଏ ଏହି ପର୍ବ ରେ ଦେଶବିଦେଶ ରେ ରହିଥିବା ଶ୍ରମିକ ଓ ସରକାରଙ୍କ କର୍ମଚାରି ମାନେ ସମସ୍ତେ ନିଜ ନିଜ ଜନ୍ମ ମାଟି କୁ ଆସି ଏହି ଭାଦ୍ରବ ମାସ ଶୁକ୍ଳ ପଞ୍ଚମୀ ତିଥିରେ ଏହି ପର୍ବ ପାଳନ କରିଥାନ୍ତି ଏହିଦିନରେ ନିଜଇଷ୍ଟଦେବୀ ସଲେଶ୍ୱରି ଙ୍କ ଠାରେ ପ୍ରଥମେ ନୂଆଁ ଧାନର ଅନ୍ନଭୋଗ ଦିଆଯାଇଥାଏ ଓ ପର୍ବ ପାଳନ କରାଯାଇଥାଏ। ତେଣୁ ଏହିପର୍ବ କେମିତି ଭଲ ଭାବରେ ପାଳନ କରାଯିବ ସେଥି ପ୍ରତି ଧ୍ୟାନ ଦେବାପାଇଁ ଭେଡ଼େନ ତହସିଲ୍ କାର୍ଯ୍ୟାଳୟ ର ଅତିରିକ୍ତ ତହସିଲଦାର ଶ୍ରୀ ନରହରି ବେହେରା ପଶ୍ଚିମ ଓଡ଼ିଶା ବାସୀଙ୍କୁବାର୍ତ୍ତା ଦେଇଛନ୍ତି। ଭେଡ଼େନ ରୁ ଟିକେଶ୍ୱର୍ ବାଗ ଙ୍କ ରିପୋର୍ଟ ପ୍ରତୀକ୍ଷା ନିୟୁଜ୍।
