ବରଗଡ ଜିଲ୍ଲା ଭେଡ଼େନ ବ୍ଲକ ର ପପଙ୍ଗା ପାହାଡ଼ ତଳେ ଭାରତୀୟ ଜନତା ପାର୍ଟିର ପପଙ୍ଗା ପଞ୍ଚାୟତ ର ମଣ୍ଡଳ ସଭାପତି ଶ୍ରୀ ଜୟନ୍ତ ହୋତା ଙ୍କ ସଭା ପତିତ୍ଵ ରେ ଏକ ଦୃଢ଼ ମଜ ଭୂତ୍ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଛି ଏହି ବୈଠକ ରେ ଶ୍ରୀ ଭରତ ବେହେରା, ଶ୍ରୀ ଝସକେତନ ପାଣିଗ୍ରାହୀ , ଶ୍ରୀସୁଜିତ ପୁରୋହିତ, ଏବଂ ବରିଷ୍ଠ କର୍ମକର୍ତ୍ତା ଶ୍ରୀ ସରୋଜ କୁମାର ମିଶ୍ର, ଲକ୍ଷ୍ମଣ ପଣ୍ଡା ଓ ଶହ ଶହ ସଂଖ୍ୟାରେ ପାର୍ଟି ର କର୍ମକର୍ତ୍ତା ମାନେ ଯୋଗଦାନ କରିଥିଲେ । ଏହି ବୈଠକ ରେ ଆଗାମୀ ପଞ୍ଚାୟତ ନିର୍ବାଚନ ରେ କିପରି ନିଜ ଦଳୀୟ ର କର୍ମକର୍ତ୍ତା ଙ୍କୁ ଦାୟିତ୍ୱ ଦେଇ ବିଜୟ ହାସଲ ହେବ ସେନେଇ ଏହି ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଅଛି।

ଭେଡ଼େନ ରୁ ତିକେଶ୍ୱର୍ ବାଗ ଙ୍କ ରିପୋର୍ଟ ପ୍ରତୀକ୍ଷା ନିୟୁଜ୍ |
