ଗାୟଗଣ୍ଡ ଜଙ୍ଗଲ ରେ ବର୍ତ୍ତମାନ ଜଣେ ହାତୀ ଜଗୁଆଳ ଏବଂ ତାହାଙ୍କ ଭିଣୋଇ ମୁଖ୍ୟ ଫରେଷ୍ଟର ସାଜି ଜଙ୍ଗଲ ବିକି ସାରି ଲେଣି ଗରିବ ଲୋକ ଶୁଖିଲା ଜାଳେଣି କାଠ ଗୋତାଇଲେ କେସ କିନ୍ତୁ ସଲା ଭିଣୋଇ ହାତୀ ଜଗୁଆଳି ଜଙ୍ଗଲ ବିକ୍ରି କରି ଦେଲେ ମଧ୍ୟ ମାଫ କାରଣ ମହିଳା ଫରେଷ୍ଟର ଜଣେ ସାନ୍ତ ପ୍ରକୃତି ର ଲୋକ ଏହି ସୁଯୋଗ ଦେଖି ସାଲା ଭିଣୋଇ ଲକ୍ଷ୍ୟ ଲକ୍ଷ୍ୟ ତାଙ୍କର କାଠ ବିକ୍ରି କଲେଣି ତୁରନ୍ତ ଡି ଏଫ୍ ଓ ସାର୍ ଙ୍କ ଦୃଷ୍ଟି ପଡ଼ିବାକୁ ଅଞ୍ଚଳ ତରଫରୁ ଦାବି ହେଉଛି ଗଞ୍ଜାମ ରୁ ପ୍ରମୋଦ କୁମାର ପା ତ୍ର ଙ୍କ ରିପୋର୍ଟ ପ୍ରତୀକ୍ଷା ନିଉ ଜ
