(ବ୍ୟୁରୋ ମୁଖ୍ୟ ବିନୟ କୁମାର ନନ୍ଦ ପ୍ରତୀକ୍ଷା ନ୍ୟୁଜ୍)
ରାଜ୍ୟ ଆଇନ ସେବା
ପ୍ରାଧିକରଣ ନିଦ୍ଧେର୍ଶ ଅନୁସାରେ ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଅଧକ୍ଷ ତଥା ଜିଲ୍ଲା ଜଜ (I/C)ଙ୍କ ଅନୁମତି କ୍ରମେ ତା. 23.10.2026 ରେ ଭୁଣ୍ଡିମୁହାଣ ଗ୍ରାମ ପଂଚାୟତ , ବଲାଙ୍ଗୀର ଠାରେ ସ୍ଥାୟୀ ଲୋକ ଅଦାଲତ (ଜନ ଉପଯୋଗୀ ସେବା)ର କାର୍ଯ୍ୟପ୍ରଣାଳୀ ଏବଂ Rights of Elderly Person ଉପରେ ଏକ ଜନସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଅଛି।
ଏହି କାଯ୍ୟକ୍ରମ ରେ ସଚିବ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ବଲାଙ୍ଗୀର, ଶ୍ରୀଯୁକ୍ତ ପବିତ୍ରାନନ୍ଦ ପ୍ରଧାନ, Sj. ଆଶିଷ କୁମାର ସାହୁ Sr. Civil Judge, Balangir, Ms. Rajashree Priyadarshini, JMFC, Balangir ଯୋଗ ଦେଇଥିଲେ। ଏହି ଶିବିର ରେ ସଚିବ ଶ୍ରୀଯୁକ୍ତ ପ୍ରଧାନ ସ୍ଥାୟୀ ଲୋକ ଅଦାଲତ ର ଭୂମିକା ଓ ଜନସାଧାରଣ ମାନଙ୍କୁ ବିନା ଶୁକ୍ଳ ଏବଂ ତୋରିତ ନ୍ୟାୟ ପ୍ରଦାନ କରିବାରେ ଲୋକମାନକୁ ଅବଗତ କରିବା ସହିତ Elderly Person କଂର ଅଧିକାର ଉପରେ ଦୃଷ୍ଟି ଆକର୍ଷଣ କରିଥିଲେ। ଏଥିରେ ଶ୍ରୀଯୁକ୍ତ ସାହୁ ଲୋକମାନକୁ ବିନା ମୂଲ୍ୟ ରେ ଲୋକଙ୍କ ନ୍ୟାର୍ଯ୍ୟ ଅଧିକାର ପାଇବା ଉପରେ ଗୁରୁତ୍ୱ।ରୋପ କରିଥିଲେ ଓ Ms Priyadarshini ସମୟ ଏବଂ ଅର୍ଥ ରୁ ମୁକ୍ତ ନ୍ୟାୟ ସେବା ଯୋଗାଇ ଦେବାରେ ସ୍ଥାୟୀ ଲୋକ ଅଦାଲତ ଭୂମିକା ଦୃଷ୍ଟି ଆକର୍ଷଣ କରିଥିଲେ। ଏଥିରେ ପଞ୍ଚାୟତ ର ସରପଞ୍ଚ ,PEO ଓ ଅଂଚଳ ବାସିନ୍ଦା ଏବଂ ପାରା ଲିଗାଲ୍ ଭଲଣ୍ଟିୟର ଲଛମନ ମହାକୁଡ଼ ଯୋଗ ଦେଇଥିଲେ।
