ଲଇକେରା,୧/୧୧: ଖୋର୍ଦ୍ଧା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁଶ୍ରୀ ସୋନାଲୀ ସିଂହ ପରମାର, ଆଇପିଏସ୍ (ଆର ଆର ୨୦୨୨)ଙ୍କୁ ଝାରସୁଗୁଡା ର ନୂତନ ଆରକ୍ଷୀ ଅଧିକ୍ଷକ ଭାବେ ବଦଳି ହୋଇଥିବାବେଳେ ଶ୍ରୀ ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ର ଆଇପିଏସ୍ (ଆରଆର ୨୦୧୯) ଆରକ୍ଷୀ ଅଧିକ୍ଷକ ଝାରସୁଗୁଡା ଙ୍କୁ କଟକ ର ସହାୟକ ଆରକ୍ଷୀ ମହାନିରୀକ୍ଷକ ଭାବେ ବଦଳି ହୋଇଛି ।
Website security powered by MilesWeb
