ଭେଡ଼େନ ବ୍ଲକ ବହଳପାଲି ଠାରେ ବୁଢ଼ାରଜା କ୍ଲବ ଆନୁକୂଲ୍ୟରେ ଏକଦିବସୀୟ ଫୁଡ୍ବବଲ୍ ଟର୍ଣାମେଣ୍ଟ ଆନୁଷ୍ଠିତ ହୋଇଛି।—— ବରଗଡ ଜିଲ୍ଲା ଭେଡ଼େନ ବ୍ଲକ୍ ବହଲ ପାଲି ର ବୁଢ଼ାରଜା କ୍ଲବ ଆନୁକୂଲ୍ୟରେ ଆୟୋଜିତ ଫୁଡବଲ ଟର୍ଣାମେଣ୍ଟ ଗ୍ରାମାଞ୍ଚଳ ର ଅନେକ ଦଲ ଭାଗନେଇଥିଲେ ସେଥି ମଧ୍ୟରୁ ଫାଇନାଲ କୁ ବହଲ ପାଲି ଏବଂ ନାଗେନ ପାଲି ଅବତୀର୍ଣ୍ଣ ହୋଇଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅତିଥି ଭାବରେ ଭେଡ଼େନର ଅତିରିକ୍ତ ତହସିଲଦାର ଶ୍ରୀ ନରହରି ବେହେରା ଓ ସମ୍ମାନିତ ଅତିଥି ଶ୍ରୀ ଦୁଷ୍ମନ୍ତ ପଧାନ ଶ୍ରୀ ବଳରାମ ପଧାନ ଶ୍ରୀ କବିରାଜ ପଧାନ , ହରିହର ଭୋଇ, ଗଦାଧର ଦେହେରି ପ୍ରମୁଖ ଯୋଗ ଦେଇ ଉଭୟ ଦଳଙ୍କୁ ଉତ୍ସାହିତ କରିଥିଲେ ଉଭୟ ଦଳ ମଧ୍ୟରେ ଘମାଘୋଟ ଲଢେଇ ହୋଇ ପରିସେଶ ରେ ଉଭୟ ଦଳଙ୍କ ମଧ୍ୟରୁ ବହଲ ପାଲି ଦଳ ବିଜେତା ହୋଇଥିଲେ ।ଭେଡ଼େନ ରୁ ଟିକେଶ୍ୱର ଵାଗ ଙ୍କ ରିପୋର୍ଟ ପ୍ରତୀକ୍ଷା ନିୟୁଜ୍
