ଓଡିଶା ହାଇକୋର୍ଟ ଆଗରେ ଆଜି ଭୟଙ୍କର ଅଗ୍ନିକାଣ୍ଡ:ଜଳିଗଲା ୩ ଟି ବାଇକ୍ ସହ ଗୋଟିଏ ସ୍କର୍ପିଓ ଗାଡ଼ି, ଖବର ପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ସୁଦ୍ଧା ପାର୍କିଂ ରେ ରଖାଯାଇଥିବା ବହୁ ଗାଡି ପୋଡି ନଷ୍ଟ ହୋଇଯାଇଛି, ଏହି ଘଟଣାରେ ସନ୍ଧେହ କରି ଜଣେ ମହିଳାଙ୍କୁ ଲାଲବାଗ ପୋଲିସ ଅଟକ ରଖି ପଚରାଉଚରା କରୁଛି । ମହିଳା ଜଣଙ୍କ ଜଗତସିଂହପୁର ଅଞ୍ଚଳର ବୋଲି ଜଣାପଡିଛି । ସେ ନ୍ୟାୟ ନ ପାଇ ଏପରି କାଣ୍ଡ କରିଛି ବୋଲି ସାଧାରଣରେ କୁହାଯାଏ । କଟକରୁ ବିନୋଦ କୁମାର ଭୋଇଙ୍କ ରିପୋର୍ଟ ପ୍ରତିକ୍ଷା ନ୍ୟୁଜ
