ଭେଡେନ ବ୍ଲକ ବରପଦର ଗ୍ରାମର ହରିଜନପଡ଼ାରେ ୨୪ ପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ ହୋଇଯାଇଅଛିi ବରଗଡ ଜିଲ୍ଲା ଭେଡେନ ବ୍ଳକ୍ ବରପଦର ଗ୍ରାମର ହରିଜନ ପଡ଼ାଠାରେ ହରେକୃଷ୍ଣ ହରେକୃଷ୍ଣ କୃଷ୍ଣ କୃଷ୍ଣ ହରେହରେ ହରେରାମ ହରେରାମ ରାମରାମ ହରେ ହରେ ଏହି ମହାମନ୍ତ୍ରଯପନ କରି ୨୪ ପ୍ରହରୀ ନାମଯଜ୍ଞ ଧୁମଧାମରେ ଅନୁଷ୍ଠିତ ହୋଇଅଛିiଏହିନାମ ଯଜ୍ଞର ସଭାପତି-ଜଗଦିଶ ବାଗ, ଡାକ୍ତର ବାଗ, ସୁବିନ୍ଦ ବାଗ,ଙ୍କ ପରିଚାଳନାରେ ଦୁଇଟି ରଙ୍ଗିନ ସଂକିର୍ତ୍ତନ୍ୟଦଳ ପିପିଲି ପାଲି,ଏବଂ ଲଟାକେରା, ପୁରୁଷ ରଙ୍ଗିନ ସଂକିତନ୍ୟଦଳ ମାନେ ଆସି ତାଙ୍କର ସଂକିତ୍ତନ୍ୟ ପରିବେଷଣ କରି ଦୁର ଦୁରାନ୍ତରୁ ଆସିଥିବା ଦର୍ଶକ ମାନଙ୍କୁ ମନମୁଗ୍ଧ କରିଛନ୍ତିi ଏହି ନାମ ଯଜ୍ଞକୁ ଆସିଥିବା ଅତିଥି-ସରପଞ୍ଚ ଙ୍କ ପ୍ରତିନିଧି ଉମାକାନ୍ତ ମହାକୁର, ସମିତି ସଭ୍ୟଙ୍କ ପ୍ରତିନିଧି ସରୋଜକୁମାର ପଶାୟତ, ଅତାବିରା ନିର୍ବାଚନ ମଣ୍ଡଳୀର ବିଧାୟକଙ୍କ ପ୍ରତିନିଧିମାନେ ଆସିଥିଲେ!ଏହି ନାମ ଯଜ୍ଞର ସହଯୋଗି-ଚନ୍ଦ୍ରଭାନୁ ମୁଗ୍ରି, ରସିଆ ବାଗ,ଜୟଲାଲବାଗ,ବିରାଟ ବା ଗ,ମନବୋଧ ବାଗ,ମୁକେଶ ବାଗ,ରବିନ୍ଦ୍ର ବାଗ,ଦିବାକର ବାଗ,ଶିବୁ ଦୁବସାଗର,ଶଙ୍କର୍ଷଣ ଦୀପ୍, ସୁରେନ୍ଦ୍ର ବାଗ,ରାକେଶ ବାଗ,ମିଳୁ ବାଗ,ଏହି ସମସ୍ତଙ୍କ ସହଯୋଗରେ ୨୪ ପ୍ରହରୀ ନାମଯଜ୍ଞବହୁତ ବଡ ସମାରୋହରେ ପାଳିତ ହୋଇଅଛିiଭେଡେନରୁ ଟିକେଶ୍ଵର ବାଗଙ୍କ ରିପୋର୍ଟ ପ୍ରତିକ୍ଷା ନିୟୁଜ
