ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଭବାନୀପୁର ଗ୍ରାମର ଅବସର ପ୍ରାପ୍ତ ସେନା କର୍ମଚାରୀ ତଥା ଧର୍ମଶାଳା ଫିଜିକାଲ ଏକାଡେମୀ ର ପ୍ରତିଷ୍ଠାତା ଚନ୍ଦ୍ରମଣି ନାୟକଙ୍କ 43ବର୍ଷ ବୟସରେ ଅକାଳ ବିୟୋଗ ଘଟିଛି ପାର୍ଥିବ ଶରୀର ଜାରକା ଠାରେ ପହଁଚିବା ପରେ ଏକ ଶୋକାକୁଳ ପରିବେଶ ସୁଷ୍ଟି ହୋଇଥିଲା ଧର୍ମଶାଳା ଡିଫେନ୍ସ କ୍ଲବ ଓ ଫିଜିକାଲ ଏକାଡେମୀର ସମସ୍ତ ସଭ୍ୟ ମାନଙ୍କ ସହ ଶତାଧିକ ଲୋକ ଏକତ୍ରିତ ହୋଇ ଏକ ବିଶାଳ ଶୋଭା ଯାତ୍ରା ଜରିଆରେ ଜନ୍ମ ମାଟିରେ ପହଞ୍ଚିଥିଲା!
ଧର୍ମଶାଳା ରୁ ରଶ୍ମି ରଞ୍ଜନ ବିଶ୍ୱାଳ ପ୍ରତୀକ୍ଷା news
