ଭୁବନେଶ୍ଵର ଏମ୍.ପି ଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ । ଏମ୍.ପି ଏକ କାର୍ଯ୍ୟ କ୍ରମରେ ଯୋଗ ଦେବାକୁ ଯାଉଥିବା ବେଳେ ବୋଲଗଡ଼ ଥାନା ବ୍ରହ୍ମପୁର ଠାରେ ଅପରାଜିତା ଷଡଙ୍ଗୀଙ୍କ ଗାଡି ଉପରକୁ ହୋଇଥିଲା ଅଣ୍ଡାମାଡ । ଏମ୍ ପି ଙ୍କୁ ସୁରକ୍ଷା ଦେବାରେ ବିଫଳ ଓଡ଼ିଶା ପୋଲିସ । ଅଣ୍ଡା ମାଡ଼ କରି ଫେରାର ହୋଇଗଲେ ଦୁର୍ବୁତ୍ତ |
Website security powered by MilesWeb
