ପାରାଦୀପ (ସଞ୍ଜୟ ଜାନା )ପାରାଦୀପ ସହର୍ ରେ ମିନିମମ ପାଞ୍ଚୋଟି ତେଲ ଟାଙ୍କି ଥିବାବେଳେ ପାରାଦୀପ ଭାରତ ପେଟ୍ରୋଲିୟମ ଟାଙ୍କିରେ ନାହିଁ ନ ଥିବା ଭିଡ ଦେଖିବାକୁ ମିଳୁଛି l କାରଣ ଭାରତ ସରକାର ଙ୍କ ତରଫରୁ ଜସୋଷୀ ପ୍ରଧାନ ମନ୍ତ୍ରୀ ଙ୍କ ସତର୍କ ବାଣି ଅଯଥା ପେଟ୍ରୋଲ ନ ପୋଡନ୍ତୁ ଯେତିକି ଆବଶ୍ୟକ ସେଇ ଜାଗାକୁ ଗାଡ଼ିରେ ଯାତାୟତ କରନ୍ତୁ, ସୁନା କିଣନ୍ତୁ ନାହିଁ ଏ ସବୁ ସତର୍କ ବାଣିକୁ ଜନ ସାଧାରଣ ଅଲଗା ଅର୍ଥରେ ନେଇ ତେଲ ଟାଙ୍କିରେ ଯେତିକି ଆବଶ୍ୟକ ତା ଠାରୁ ଅତ୍ୟଧିକ ମାତ୍ରା ରେ ତେଲ ନେଇ ମହଜୁଦ ରଖୁଥିବା କଥା ଟାଙ୍କି ମାଲିକ କହୁଥିବା ଦେଖିବାକୁ ମିଳୁଛି l

