ଓଡ଼ିଶାର ଯାଜପୁର ଜିଲ୍ଲାର ରସୁଲପୁର ବ୍ଲକ ପ୍ରାଙ୍ଗଣରେ ଆଜି ତାରିଖ -09/10/26 ଶୁକ୍ରବାର ସକାଳ 10 ଘଟିକା ସମୟରେ ରସୁଲପୁର ବ୍ଲକ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି |ଏହି ସେବା ସେତୁ କାର୍ଯ୍ୟକ୍ରମ ସେପ୍ଟେମ୍ବର 17 ରୁ ଅକ୍ଟୋବର 17 ଯାଏଁ ଯଶସ୍ବୀ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ଦାମୋଦର ଦାସ ମୋଦି ଜୀଙ୍କ ଜନ୍ମଦିନ ଅବସରରେ ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି |ଏହି ସେବା ସେତୁ କାର୍ଯ୍ୟକ୍ରମ
ଅକ୍ଟୋବର 1 ରୁ ଅକ୍ଟୋବର 10 ପର୍ଯ୍ୟନ୍ତ ଚାଲୁ ରହିବ |ସେବା ସେତୁ ଅଭିଯାନ ହେଉଛି ଓଡ଼ିଶା ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଏକ ଜନ-କଲ୍ୟାଣକାରୀ କାର୍ଯ୍ୟକ୍ରମ ସମସ୍ତ ସରକାରୀ ଯୋଜନା ଗୁଡ଼ିକୁ ସିଧା ସଳଖ ନାଗରିକ ମାନଙ୍କ ନିକଟରେ ପହଁଞ୍ଚି ପାରିବ |ମୂଳ ଲକ୍ଷ ନାଗରିକ ରୁ ହିତାଧିକାରୀଙ୍କ ସମସ୍ତ ଯୋଜନାର କାର୍ଯ୍ୟ ଗୁଡ଼ିକ ଗୋଟିଏ ସ୍ଥାନରେ ସେବା, ସେବା ସେତୁ, ସେବା ସଂକଳ୍ପ, ଅଭିଯାନର ଅଂଶ, ଯୋଜନା ଚିନ୍ହଟ, ସ୍ୱାସ୍ଥ୍ୟ ଶିବିର, ଏଥିରେ ଗରିବ, ବୃଦ୍ଧ,ଵୃଦ୍ଧା, ଚାଷୀ, ଶ୍ରମିକ, ମହିଳା ଯେଉଁ ମନେ ଅନଲାଇନ ଆବେଦନ କରିପାରୁ ନାହଁନ୍ତିକି |ଏ ସମସ୍ତ ଯୋଜନା ଗୁଡ଼ିକ ଗୋଟିଏ ଜାଗାରେ ଉପଲବ୍ଧ ହୋଇ ଜନକଲ୍ୟାଣ ହୋଇ ପାରୁଥିବ |ଜନସାଧାରଣ ବାରମ୍ବାର ସରକାର କାର୍ଯ୍ୟାଳୟକୁ ଦୌଡ଼ିବାକୁ ପଡ଼ିବ ନାହିଁ |ତାହା ହେଉଛି ସେବା ସେତୁ ଶିବିର ମୂଳ ଲକ୍ଷ |ଏଥିରେ ଭତ୍ତା, ବିଧବା ଭତ୍ତା, ଦିବ୍ୟାଙ୍ଗ ଭତ୍ତା, ରାସନ, ସମବାୟ ବିଭାଗ, ବିଦ୍ୟୁତ ବଣ୍ଟନ, ସ୍ୱାସ୍ଥ୍ୟ, ଶିକ୍ଷା, ତଫସିଲ ଭୁକ୍ତ ଜାତି, ତଫସିଲ ଭୁକ୍ତ ଉପ-ଜାତିଙ୍କ ପାଇଁ ସମସ୍ତ ଯୋଜନା ଗୁଡ଼ିକ ଅନ୍ତରଭୁକ୍ତ |

