ଗଜପତି ଜିଲ୍ଲା ମୋହନା ବୀର୍ ସଭରକର ପ୍ରଭାତ ଶାଖା ରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ପକ୍ଷରୁ ବିଜୟା ଦଶମୀ ଉଚ୍ଛବ ପାଳନ ହୋଇଯାଇଛି, ଗତ ଦଶଦିନ ଧରି ଗଜପତି ଜିଲ୍ଲା ର ବିଭିନ୍ନ ଶାଖା ରେ ଉତ୍ସବ ପାଳନ ହେଉଥିବା ବେଳେ ମୋହନା ରେ ମଧ୍ଯ ପାଳନ ହୋଇଛି, ଓଡିଶା ପୂର୍ବପ୍ରାନ୍ତ ଶାରୀରିକ ଶିକ୍ଷଣ ପ୍ରମୂଖ ଅଶୋକ ରଣଜିତ୍ ମୁଖ୍ୟବକ୍ତା ଭାବେ ଯୋଗଦେଇ ବିଜୟା ଦଶମୀ ର ମାହାତ୍ମ୍ୟ ଉପରେ ମାର୍ଗ ଦର୍ଶନ କରିଥିଲେ, ମୁଖ୍ୟ ଅତିଥି ରୂପେ E. ଇରିଶ କୁମାର ରାଓ ଯୋଗ ଦେଇଥିଲେ, ସ୍ବଂୟ ସେବକ ମାନେ ଶାରୀରିକ ବ୍ୟାୟମ ପ୍ରଦର୍ଶନୀ କରିଥିଲେ, ଆଜିର ସାମାଜ ରେ ଏକ ଘଣ୍ଟା ନିତ୍ୟ ଶାଖା କୁ ଯାଇ ସୁସ୍ଥ ସ୍ୱାସ୍ଥ୍ୟ ତିଆରି କରିବା ପାଇଁ ଆହ୍ଵାନ ଦେଇଥିଲେ, ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଧର୍ମ ଜାଗରଣ ପ୍ରମୂଖ ପ୍ରଶାନ୍ତ ସୁବୁଦ୍ଧି ମୁଖ୍ୟ ଶିକ୍ଷକ ଗଣେଶ ବେହେରା ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସୋନି ବେହେରା ପରିଚାଳନା କରିଥିଲେ l

ଗଜପତି ଜିଲ୍ଲା ରୁ ଜିତେନ୍ଦ୍ର କୁମାର ବେହେରା ଙ୍କ ରିପୋର୍ଟ ପ୍ରତୀକ୍ଷା ନ୍ୟୁଜ
