ଗଜପତି ଜିଲ୍ଲା ନୂଆଗଡ ବ୍ଲକ ଅନ୍ତର୍ଗତ ନୂଆଗଡର ପ୍ରାଣୀ ବିଭାଗ କର୍ମଚାରୀ ଅର୍ଣ୍ଣବ ବାତ୍ୟା ସମୟରେ ସରକାରୀ ବାବୁମାନେ ସଯ୍ୟା ଅବସ୍ତାରେ ଚୌକି ଚାଢି ଶୂନ୍ୟରେ କାନ୍ଦୁଛି ଗୃହ। ଏହି ଅର୍ଣ୍ଣବ ବାତ୍ୟା ସମୟରେ ଗାଆଁ ଘଡି କନ୍ଦାରେ ପାହାଡ ଘନ ପର୍ବତରେ ପବନ ବର୍ଷାର ଆବେଗ ବୂଦ୍ଦି ପାଉଥିବା ବେଳେ କିଏ କାହାର ତୋ ବର୍ଷା ପବନରେ ଗାଈ,ଗୋରୁ, ମଇଁସି, ଛେଳି,ମେଣ୍ଢା ହଜି ଯାଇଛି, କାହାର ତୋ ଗଛ ପଢି ଛେଳି ମରି ଯାଉଛି, ଆଉ କେଉଁଠି ପର୍ବତ ମୁହାଣରେ ଗୋରୁ ଚରାଉଥିବା ସମୟରେ ଛେଳି,ଗୋରୁ ପଥର ପଢି ମରି ଯାଇଛନ୍ତି। ଗଜପତି ଜିଲ୍ଲା ଏକ ଦୁଇ/ତିନି ବର୍ଷର ଭୂସ୍କଳନର ପ୍ରଭାବ ଆତଙ୍କ ଭୟ ଲୋକଙ୍କର ହୃଦୟକୁ ଖେଳି ଯାଥିବାବେଳେ ଆଜି ପ୍ରାଣୀ ବିଭାଗ ଅର୍ଣ୍ଣବ ବାତ୍ୟାକୁ ଦେଖି ସରକାରୀ ବାବୁମାନେ କେଉଁଠି ନା କୋଉଟି ଘୋର ନିଦ୍ରାରେ ପାଲ୍ଲଟିଛନ୍ତି।
ଏକ ଦୃଷ୍ଟିରେ ପୋଲିସ ପ୍ରଶାସନ,ସୈନ୍ୟ ବାହୀନି, ଡାକ୍ତରୀ ବିଭାଗ,ଦୂ-ଦୁର ଭାଷା, ବିଦ୍ୟୁତ୍ ବିଭାଗ ଟାଟା ପୱେର, ଅଗ୍ନିସମ ବାହୀନି, ଗୋଷ୍ଠୀ ବିଭାଗ, ଶିକ୍ଷା ବିଭାଗ ଇତ୍ୟାଦି ବିଭାଗଗୁଡିକ ଲୋକ ମାନଙ୍କ ଯନ୍ତ୍ରଣା,ସମସ୍ୟା, ଦୁଃଖ କ୍ଲେସ କୁ ସାହାଯ୍ୟ କରିବା ପାଇଁ ଏବଂ
ଅର୍ଣ୍ଣବ ବାତ୍ୟା ମୁକାବିଲା କରିବା ପାଇଁ ସ-ଜାଗ ହୋଇଥିବାଳେ ହେବାବେଳେ ଆଜି ପ୍ରାଣୀ ଚିକିତ୍ସା ବିଭାଗ କେହି ନ ଥିବା ଦେଖାଯାଉଛି। ଗଜପତି ଜିଲ୍ଲା
ନୂଆଗଡ଼ ବ୍ଲକ ରୁ ଜୟସେନ୍ ରଇତ ଙ୍କ ରିପୋର୍ଟ ପ୍ରତୀକ୍ଷା ନ୍ଯୁଜ୍।
