ଉପରିସ୍ଥ ଅଧିକାରୀ ଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ ମିଳିଲାନି ସୁଫଳ,
ବିନା ଲାଞ୍ଚ ରେ ଗଡ଼ୁନି କୌଣସି ଫାଇଲ,
ହିନ୍ଦୋଳ ଓକିଲ ସଙ୍ଘ ପକ୍ଷରୁ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା,
ହିନ୍ଦୋଳ – ଦୀର୍ଘ ଦିନ ହେବ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ତହସିଲ କାର୍ଯ୍ୟାଳୟ ରେ ଚାଲିଛି, ମହା ଦୁର୍ନୀତି, ବିନା ଲାଞ୍ଚ ରେ ହେଉନି କୌଣସି କାର୍ଯ୍ୟ, ସାଧାରଣ ଲୋକଟିଏ ତହସିଲ କାର୍ଯ୍ୟାଳୟ କୁ ଦୌଡ଼ି ଦୌଡ଼ି ନୟାନ୍ତ, ଲୋକଙ୍କ ଅଭିଯୋଗ କୁ ଭିତ୍ତି କରି ଭିତ୍ତି କରି ହିନ୍ଦୋଳ ଓକିଲ ସଙ୍ଘ ପକ୍ଷରୁ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା, ଓକିଲ ସଙ୍ଘ ର ଦାବି ହେଲା ନିଦିଷ୍ଟ ସମୟରେ ସାଧାରଣ ଲୋକଙ୍କୁ ଦିଆଯାଉନି ପଟ୍ଟା, ବିନା ଲାଞ୍ଚ ରେ ତହସିଲ କାର୍ଯ୍ୟାଳୟ କୌଣସି କର୍ମଚାରୀ କରୁନାହାନ୍ତି ସାଧାରଣ ଲୋକଙ୍କ କାମ, ଏପରିକି ଅଭିଯୋଗ କାଳେ ଓକିଲ ଙ୍କୁ କରାଯାଉଛି ଦ୍ରୁବ୍ୟବହାର, ଏବଂ ଉଦେଶ୍ୟ ମୂଳକ ଭାବେ, ପଟା ରେ ଦିଆଯାଉଛି ଭୁଲ ତଥ୍ୟ,ଏ ସବୁର ସମାଧାନ ନହେବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ଆନ୍ଦୋଳନ ଜାରି ରହିବ ବୋଲି ସୂଚନା ଦେଲେ ଓକିଲ ସଙ୍ଘ, ଘଟଣା ସ୍ଥଳରେ ଓକିଲ ଙ୍କୁ ମନେଇବା ପାଈଁ ତହସିଲଦାର ଙ୍କ ଚାଲିଛି ଉଦ୍ୟମ,
ପ୍ରିୟବ୍ରତ ଦେହୁରୀ,ହିନ୍ଦୋଳ, ଢେଙ୍କାନାଳ, ପ୍ରତୀକ୍ଷା ନିୟୁଜ

